Breaking PLUSଓଡ଼ିଶାମୁଖ୍ୟ ଖବର

ଜଗନ୍ନାଥଙ୍କ ଟାଟୁ ଘଟଣା, ଜଗନ୍ନାଥପ୍ରେମୀଙ୍କ ବିକ୍ଷୋଭ

ଭୁବନେଶ୍ୱର- ବିଦେଶିନୀଙ୍କ ଜଙ୍ଘରେ ଶ୍ରୀଜଗନ୍ନାଥଙ୍କ ଟାଟୁ କରାଯିବା ଘଟଣା  । ସହିଦନଗର ସ୍ଥିତ ଟାଟୁ ଦୋକାନ ଆଗରେ ଜଗନ୍ନାଥ ପ୍ରେମୀଙ୍କ ବିକ୍ଷୋଭ । ଶ୍ରୀମନ୍ଦିର ସମ୍ମୁଖରେ ଆଣ୍ଠେଇକି କ୍ଷମା ମାଗିବାକୁ ଦାବି କରିଛନ୍ତି । କମିଶନରେଟ୍‌ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଘଟଣାରେ ଟାଟୁ ଦୋକାନ ମାଲିକ ଓ ବିଦେଶିନୀ କ୍ଷମା ମାଗିଛନ୍ତି  । ସୋସିଆଲ ମିଡ଼ିଆରେ ଭିଡିଓ କରି କ୍ଷାମା ମାଗିଛନ୍ତି ଉଭୟେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button