Breaking PLUSଓଡ଼ିଶାମୁଖ୍ୟ ଖବର
ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ

ଭୁବନେଶ୍ୱର- ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ । ଏନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।’ବଳଭଦ୍ର ଜୈବିକ ଚାଷ ମିଶନ’ ଦ୍ୱାରା ପ୍ରସ୍ତୁତ ଚାଉଳରୁ ପ୍ରସ୍ତୁତ ହେବ । ‘ଶ୍ରୀଅନ୍ନ କାର୍ଯ୍ୟକ୍ରମରେ ଅନେକ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି’ ।’ନିଆଳି ଏବଂ କୋରାପୁଟରେ ଚାଷୀ ଜୈବିକ ଧାନ ଚାଷ କରୁଛନ୍ତି’ ।


