Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ସୁରକ୍ଷା ସବ୍‌ କମିଟି ବୈଠକ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ସବ୍‌ କମିଟି ବୈଠକ ଆରମ୍ଭ ହୋଇଛି । କମିଟି ମୁଖ୍ୟ ଗିରିଶ ମୁର୍ମୁଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିଛି । ବୈଠକରେ ପୁରୀ ଜିଲ୍ଲାପାଳ, SPଙ୍କ ସହ ବରିଷ୍ଠ ସେବକ ଉପସ୍ଥିତ ଅଛନ୍ତି । ସୁରକ୍ଷିତ ଦର୍ଶନ ଓ ଶ୍ରୀମନ୍ଦିରର ସୁରକ୍ଷା ନେଇ ବୈଠକରେ ଆଲୋଚନା ରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button