Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମୟୀ ମିଶ୍ରଙ୍କ ‘ସମୟ ବଡ଼ ବଳବାନ’ ନିଶାନା

ଭୁବନେଶ୍ୱର- ସୋସିଆଲ ମିଡିଆରେ ଶ୍ରୀମୟୀ ମିଶ୍ରଙ୍କ ‘ସମୟ ବଡ଼ ବଳବାନ’ ନିଶାନା  । ଗଞ୍ଜାମରୁ ଆରମ୍ଭ ଗଞ୍ଜାମରେ ଶେଷ କହି ପରୋକ୍ଷରେ ନିଶାନା କଲେ ।  ।‘ନିଜ ହାକିମାତି ଜାହିର ପାଇଁ ଗଞ୍ଜାମର ଜଣେ ବରିଷ୍ଠ ନେତାଙ୍କୁ ଜେଲ୍‌ ପଠାଇଥିଲେ’  ।‘ଗୁରୁ ଯେଉଁ ଅଧ୍ୟାପକଙ୍କୁ ଚୟନ କରି ଗଞ୍ଜାମ ଦାୟିତ୍ବ ଦେଲେ, ତାଙ୍କୁ ଜେଲ୍‌  ।‘ଆତ୍ମଘୋଷିତ ଶିଷ୍ୟ କ୍ଷମତାର ଦୁରୂପଯୋଗ କରି ତାଙ୍କୁ ଅପରାଧୀ ସଜାଇଲେ’ ।‘କେବଳ ଜେଲ୍‌ ନୁହେଁ, ଏକମାତ୍ର ଝିଅର ସ୍ବପ୍ନର ପରିବାରରେ ବି ନିଆଁ ଲଗାଇଲେ’ । ‘ଭଣ୍ଡ ସନ୍ୟାସୀଙ୍କ ଏହି ସବୁ କୁକର୍ମରେ ଯିଏ ସେତେବେଳେ… -… ସହଯୋଗୀ ଥିଲେ ଏବେ ତାଙ୍କ ଉପରେ ସମୟ ହିଁ ଦାଉ ସାଧିବ’ ।‘ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶରେ ଯେଉଁମାନେ ବିକ୍ଷୋଭ କରୁଛନ୍ତି ବିବେକକୁ ପଚାରନ୍ତୁ’ ।‘ଯିଏ ଠିକ୍ ଥିବ ନିଶ୍ଚୟ ନ୍ୟାୟ ପାଇବ, ସମୟ ବଡ଼ ବଳବାନ’ ।

Show More

Related Articles

Back to top button