Breaking PLUSଦେଶମୁଖ୍ୟ ଖବର

ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ବ୍ରହ୍ମଲୀନ

ଲକ୍ଷ୍ନୌ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ପରଲୋକ ଘଟିଛି। ବୁଧବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ସକାଳ ପ୍ରାୟ ୭ଟା ସମୟରେ ଲକ୍ଷ୍ନୌସ୍ଥିତ ଡାକ୍ତଖାନାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଏସଜିପିଜିଆଇ ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫେବୃଆରୀ ୩ ତାରିଖରେ ତାଙ୍କୁ ଏସଜିପିଜିଆଇରେ ଭର୍ତ୍ତି କରାଯାଇଥିଲା।

Show More

Related Articles

Back to top button