Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ବିଜେଡିକୁ ସୋସିଆଲ୍ ମିଡିଆରେ ଶ୍ରୀମୟୀ ମିଶ୍ରଙ୍କ ନିଶାନା

ଭୁବନେଶ୍ୱର -ପୁଣି ବିଜେଡିକୁ ସୋସିଆଲ୍ ମିଡିଆରେ ଶ୍ରୀମୟୀ ମିଶ୍ରଙ୍କ ନିଶାନା । ଅନ୍ୟ ମୁଣ୍ଡରେ ଅଠା ବୋଳ ହେଉଛି ତାମିଲ ଖେଳ ଲେଖିଲେ । ଅନାମ ବାବୁଙ୍କ ମୁହଁରେ କୁହାଇ ପୁରୁଖାଙ୍କୁ ଦେଉଛି ସେ ଫସାଇ । ଆରମ୍ଭ ହେଲାଣି ପଲିଟିକାଲ ଇଭେଣ୍ଟ, ଖୋଜା ଚାଲିଛି ବିଶ୍ବସ୍ତ ଏଜେଣ୍ଟ ।ଆମ ବିଜୁ ପ୍ରେମୀ ହୋଇଗଲେ ସବୁ ଭଣ୍ଡ ଅନୁଗାମୀ ।



