Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ହୁତୁହୁତୁ ହୋଇ ଜଳିବା ଆରମ୍ଭ କଲାଣି ବିପ୍ଲବର ବହ୍ନି- ଶ୍ରୀମୟୀ

ଭୁବନେଶ୍ୱର- ସୋସିଆଲ୍ ମିଡିଆରେ ବିଜେଡିକୁ ପୁଣି ଥରେ ପରୋକ୍ଷ ନିଶାନା କଲେ ଶ୍ରୀମୟୀ ।ହୁତୁହୁତୁ ହୋଇ ଜଳିବା ଆରମ୍ଭ କଲାଣି ବିପ୍ଲବର ବହ୍ନି । ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ । ଖାଲି କଣ ସେହିମାନଙ୍କୁ ମିଳିବ ଆରିସା, ଯେଉଁମାନେ ଜପିବେ ତାମିଲ ଚାଳିଶା । ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର । ଆମେରିକା ଗସ୍ତରେ ମିଛ ପ୍ରଚାର କରୁଥିଲେ ତାଙ୍କ ଚାଟୁକାର । ଭଣ୍ଡଙ୍କ ପାଇଁ କଲେଣି ଫନ୍ଦିଫିକର, କେଜାଣି ଦଳକୁ ଲାଗିଲା କାହା ନଜର ।



