Breaking PLUSଓଡ଼ିଶାମୁଖ୍ୟ ଖବର
ଏସଆଇ ନିଯୁକ୍ତି ସ୍କାମ, ସିବିଆଇ ଅଫିସରେ ହାଜର ହେଲେ 3 ପରୀକ୍ଷାର୍ଥୀ

ଭୁବନେଶ୍ୱର- SI ନିଯୁକ୍ତି ସ୍କାମ୍ । CBI କାର୍ଯ୍ୟାଳୟରେ ହାଜର ହେଲେ ୩ ପରୀକ୍ଷାର୍ଥୀ । ୩ ପରୀକ୍ଷାର୍ଥୀ ଭୁବନେଶ୍ୱର କାର୍ଯ୍ୟାଳୟରେ କାଗଜପତ୍ର ସହ ହାଜର ହେଲେ ।ପୂର୍ବରୁ ୧୦ ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା କରିସାରିଛି ସିବିଆଇ ।


