Breaking PLUSଓଡ଼ିଶାମୁଖ୍ୟ ଖବର

ଖୋଲୁଛି ସିମ ବକ୍ସର ଗୁମର

ଭୁବନେଶ୍ୱର- ସିମ୍‌ ବକ୍ସ ମାମଲାରେ ରାଜୁ ମଣ୍ଡଳକୁ ରିମାଣ୍ଡରେ ନେବା ପରେ କମିଶନରେଟ ପୁଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆସାଦୁର ଜମାନର ଫଟୋ ଜାରି କରିଛି କମିଶନରେଟ ପୁଲିସ । ତାକୁ ଶୀଘ୍ର ଧରିବାକୁ ଯୋଜନା କରାଯାଇଛି । ସେ ବାଂଲାଦେଶ ଢାକାରେ ରହି ଆତଙ୍କି ନେଟୱାର୍କ ଚଲାଉଥିଲା। ଢାକାରେ ରହି ଭୁବନେଶ୍ୱର ଓ ରାଞ୍ଚି ସିମ୍‌ ବକ୍ସ ସେଟଅପ ଅପରେଟ କରୁଥିଲା ।

Show More

Related Articles

Back to top button