Breaking PLUSମୁଖ୍ୟ ଖବର

କଟକରୁ ସିମ୍ ବକ୍ସ ସେଟଅପ ଠାବ

କଟକ- ଭୁବନେଶ୍ଵର ପରେ ଏବେ କଟକରେ ଠାବ ହୋଇଛି ସିମ୍‌ ବକ୍ସ ସେଟଅପ୍‌। ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗରରେ ଥିବା ଏକ ଘରୁ ରବିବାର ପୁଲିସ ସିମ୍ ବକ୍ସ ଠାବ କରିଛି। ଭୁବନେଶ୍ଵରରେ ସିମ୍‌ ବକ୍ସ ଠାବ ହେବା ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଧରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଖୋଳତାଡ଼ କରୁଛି। ରାଜୁକୁ ପୁଲିସ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଥିବାବେଳେ କଟକରେ ବି ସିମ୍ ବକ୍ସ ଅପରେଟ୍‌ ହେଉଥିବା ତଥ୍ୟ ମିଳିଥିଲା। ତାହାକୁ ଆଧାର କରି ପୁଲିସ ରାଜେନ୍ଦ୍ର ନଗରରେ ଚଢ଼ାଉ କରି ସିମ୍‌ ବକ୍ସ ଠାବ କରିଛି।

Show More

Related Articles

Back to top button