Breaking PLUSଦେଶ ବିଦେଶମୁଖ୍ୟ ଖବର

ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ

ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ହେଲିକପ୍ଟରଟି ନଦୀକୁ ଖସିପଡିଛି । ଦୁର୍ଘଟଣା ପରେ ମୃତକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ନଦୀ ଭିତରେ ସନ୍ଧାନ କରୁଛି । ସୂଚନା ଅନୁସାରେ ନ୍ୟୁୟର୍କ ସହରର ହଡସନ ନଦୀରେ ଏକ ପର‌୍ୟ୍ୟଟକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟକୁ ମିଶାଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ୫ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ବାପା, ମା ଏବଂ ୩ ପିଲା ଥିବାବେଳେ ହେଲିକପ୍ଟରର ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button