Breaking PLUSଓଡ଼ିଶାମୁଖ୍ୟ ଖବର
ବିବାହ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହେଲେ ସୋମାଲିକା, ଆସିଲେନି ବିଜୟ
ଭୁବନେଶ୍ୱର, 7 ନଭେମ୍ବର – ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲାରେ ତାଙ୍କର ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ମଙ୍ଗଳବାର କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ତେବେ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ଏବେର ବାନ୍ଧବୀ ହାଜର ହୋଇନାହାନ୍ତି ।
ବିଜୟଙ୍କ ଦ୍ୱିତୀୟ ବିବାହ ଆବେଦନ ଉପରେ ଆପତି ପିଟିସନ କରିଛନ୍ତି ସୋମାଲିକା । ବିବାହ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ୩ ଜଣଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଥିଲା ।