Breaking PLUSଓଡ଼ିଶାମୁଖ୍ୟ ଖବର
ଜ୍ବାଇଁ ଆକ୍ରମଣରେ ଶ୍ବଶୁର ମୃତ

ଲକ୍ଷ୍ମୀପୁର- ଜ୍ବାଇଁ ଆକ୍ରମଣରେ ଶ୍ବଶୁର ମୃତ, ସ୍ତ୍ରୀ ଓ ଶାଶୁ ଗୁରୁତର । ରେଲୱେ କଲୋନୀରେ ପାରିବାରିକ କଳହରୁ ଜ୍ବାଇଁର ଉନ୍ମତ୍ତକାଣ୍ଡ । ରଡ୍ରେ ଭୁସି ଶ୍ବଶୁରକୁ ହତ୍ୟା କରିଛି । ସ୍ତ୍ରୀ ଓ ଶାଶୁ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ୪ ଜଣଙ୍କୁ ଅଟକ ରଖି ଲକ୍ଷ୍ମୀପୁର ଥାନା ପୋଲିସର ଛାନଭିନ୍ ।