Breaking PLUSଓଡ଼ିଶାମୁଖ୍ୟ ଖବର
ମା’କୁ ପିଟି ପିଟି ହତ୍ୟା କଲା ପୁଅ

ଅନୁଗୁଳ: ମା’କୁ ପିଟି ପିଟି ହତ୍ୟା କଲା ପୁଅ । ଜରପଡ଼ା ଥାନା ପରାଗାଁରେ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ ।