Breaking PLUSଓଡ଼ିଶାମୁଖ୍ୟ ଖବର

ସୋର କୋର୍ଟ ମାଲଖାନାରୁ ଚୋରି ମାମଲା,୩ଜଣ ଗିରଫ

ବାଲେଶ୍ୱର-  ସୋର କୋର୍ଟ ମାଲଖାନାରୁ ଚୋରି ମାମଲାରେ ଆଉ ୩ଜଣ ଗିରଫ ହୋଇଛନ୍ତି । ଚୋରି କରିଥିବା ବେଆଇନ ଡ୍ରଗ୍ସକୁ ବିକ୍ରି ଉଦ୍ୟମ ବେଳେ ମାଡ଼ିବସିଲା ପୋଲିସ ।  ଅଭିଯୁକ୍ତଙ୍କଠାରୁ ୫୦୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୫୦ଲକ୍ଷରୁ ଅଧିକ ଟଙ୍କା ହେବ । ଗତ ୨ ତାରିଖରେ ସୋର କୋର୍ଟ ମାଲଖାନାରୁ ହୋଇଥିଲା ଚୋରି । ମାଲଖାନା ଚୋରି ଘଟଣାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button