Breaking PLUSଓଡ଼ିଶାମୁଖ୍ୟ ଖବର
୬୩ଟି ପଥର ଖାଦାନରେ ଆଜି ସନ୍ଧ୍ୟାରୁ ୧୬୩ ଧାରା

ସୋର: ଖଞ୍ଜାମାହଲର ୬୩ଟି ପଥର ଖାଦାନରେ ଆଜି ସନ୍ଧ୍ୟାରୁ ୧୬୩ ଧାରା । ଅସ୍ଥାୟୀ ଆଉଟ୍ ପୋଷ୍ଟରେ ୨୪ ଘଣ୍ଟିଆ ପୋଲିସ୍ ଓ ସିସି କ୍ୟାମେରା ବ୍ୟବସ୍ଥା ହୋଇଛି । ଖାଦାନରୁ ପଥର ଚୋରା ଚାଲାଣ ରୋକିବାକୁ ଜିଲ୍ଲାପାଳଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ।


