Breaking PLUSଓଡ଼ିଶାମୁଖ୍ୟ ଖବର
ନଭେମ୍ବର ୧୦ ମାଣ୍ଡିଆ ଦିବସରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର- ନଭେମ୍ବର ୧୦ ମାଣ୍ଡିଆ ଦିବସରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ଯୋଗଦେବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ନଭେମ୍ବର ୧୦ ଓ ୧୧ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଚାଲିବ । ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏନେଇ ସୂଚନା ଦେଇଛନ୍ତି ।



