Breaking PLUSଓଡ଼ିଶାମୁଖ୍ୟ ଖବର
କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ

ଭୁବନେଶ୍ୱର, 7 ମାର୍ଚ୍ଚ- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨ କେଜି ୧୦୦ ଗ୍ରାମ ସୁନା ସହ ୧୭ ଲକ୍ଷ ଠାବ କରିଥିଲା ଭିଜିଲାନ୍ସ ।
ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ରେଡ୍ ସମୟରେ ତାଙ୍କର 3 ଟି ବହୁମହଲା ବିଲ୍ଡିଂ, ଭୁବନେଶ୍ୱରରେ ଗୋଟିଏ 4 ବିଏଚକେ ଫ୍ଲାଟ ପାଇଁ ଏକ କୋଟି ଦିଆଯାଇଥିଲା, ପୁରୀରେ 2ଟି ବେନାମୀ ଫ୍ଲାଟ, 11 ପ୍ଲଟ, ଗୋଟିଏ ଫାର୍ମ ହାଉସ ଠାବ ହୋଇଥିଲା । ଏହାସହିତ ସୁନା, କ୍ୟାସ ଓ କାର ଠାବ ହୋଇଥିଲା, ଯାହାର କି ସେ ସଠିକ୍ ଉତ୍ତର ଦେଇପାରିନଥିଲେ ।