Breaking PLUSଓଡ଼ିଶାମୁଖ୍ୟ ଖବର

ମେଳା ବୁଲିବାକୁ ଆସିଥିବା ବେଳେ ନାବାଳକକୁ ଛୁରାମାଡ଼

ବାରିପଦା: ମେଳା ବୁଲିବାକୁ ଆସିଥିବା ବେଳେ ନାବାଳକକୁ ଛୁରାମାଡ଼ ହୋଇଛି । ଭଞ୍ଜପୁର ରେଲୱେ ଷ୍ଟେସନ ବାହାରେ ମରଣାନ୍ତକ ଆକ୍ରମଣ ହୋଇଛି । ଯୋଗଧାତ୍ରୀ ମେଳା ବୁଲିବାକୁ ଆସିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଆକ୍ରମଣ  । ଛୁରାମାଡ଼ରେ ଗୁରୁତର ନାବାଳକ କଟକ ସ୍ଥାନାନ୍ତର କରାଯାଇଛି ।

Show More

Related Articles

Back to top button