Breaking PLUSଓଡ଼ିଶାମୁଖ୍ୟ ଖବର

NTPC ସମ୍ମୁଖରେ ଧାରଣା

ସୁନ୍ଦରଗଡ: NTPC ସମ୍ମୁଖରେ ଧାରଣା ଦେବା ସହିତ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଗ୍ରାମବାସୀ ମାନେ |ଧାରଣାଟି NTPCର ଆସ୍‌ ପଣ୍ଡ ସ୍ଥାନାନ୍ତରଣ ଓ ପ୍ରଦୂଷଣ କମ୍‌ କରିବା ପାଇଁ ହୋଇଛି |ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

Show More

Related Articles

Back to top button