Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭା କାର୍ଯ୍ୟ ପ୍ରଣାଳୀକୁ ଅନୁଧ୍ୟାନ କଲେ ଛାତ୍ରଛାତ୍ରୀ

ଛତ୍ରପୁର : ଚଳିତ ବିଧାନସଭା ଅଧିବେଶନ କାର୍ଯ୍ୟ ପ୍ରଣାଳୀକୁ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ର ଛାତ୍ରଛାତ୍ରୀ । ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ଅଧିବେଶନ ବେଳେ ୟୁରୋ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ବିଧାନସଭା ଗ୍ୟାଲେରୀରେ ବସି ସରକାରୀ ଦଳ ଓ ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା କାର୍ଯ୍ୟ ପ୍ରାଣାଳୀକୁ ସିଧାସଳଖ ଦୃଶ୍ୟକୁ ଦେଖିଥିଲେ । ସେହିପରି ବାଚସ୍ପତି ଓ ଉପବାଚସ୍ପତି ବିଧାନସଭା କାର୍ଯ୍ୟକୁ କିଭଳି ପରିଚାଳନା କରନ୍ତି ତାହାକୁ ମଧ୍ୟ ଛାତ୍ରଛାତ୍ରୀମାନେ ହୃଦୟଙ୍ଗମ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button