Breaking PLUSଓଡ଼ିଶାମୁଖ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ

ସୁବର୍ଣ୍ଣପୁର: ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ ।ସୋନପୁର-ବଲାଙ୍ଗିର ରାସ୍ତାରେ ହରଡଖୋଲ ନିକଟରେ ଦୁର୍ଘଟଣା ଘଟିଛି । ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ ।

Show More

Related Articles

Back to top button