Breaking PLUSଓଡ଼ିଶାମୁଖ୍ୟ ଖବର

ଯୁବକଙ୍କୁ ହତ୍ୟା କରି ପୋଖରୀ ହୁଡ଼ାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର: ଯୁବକଙ୍କୁ ହତ୍ୟା କରି ପୋଖରୀ ହୁଡ଼ାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବୀରମହାରାଜପୁର ଥାନା ରଥପୁର ରୁଗୁଡ଼ିମୁଣ୍ଡା ପୋଖରୀ ହୁଡ଼ାରେ ଫିଙ୍ଗିଦେଲେ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।  ବୀରମହାରାଜପୁର ଥାନା ପୋଲିସ ମାମଲାର ତଦନ୍ତ କରୁଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button