Breaking PLUSଓଡ଼ିଶାମୁଖ୍ୟ ଖବର
ସୁଜିତ କୁମାର ବିଜେପି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର- ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଉପନିର୍ବାଚନ ପାଇଁ ସୁଜିତ କୁମାରଙ୍କ ନାଁ ଘୋଷଣା । ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି । ଆଜି ନାମାଙ୍କନ ଭରିପାରନ୍ତି ସୁଜିତ କୁମାର ।