Breaking PLUSଓଡ଼ିଶାମୁଖ୍ୟ ଖବର

ସୁଶୀଲ ମେହେର ହେବେ କଂସ

ବରଗଡ଼ – ବରଗଡ ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସଙ୍କ ନାଁ   ।ବରଗଡ଼ ଭେଡେନ୍‌ର ସୁଶୀଲ ମେହେର ହେବେ କଂସ  । ୨୦୨୫-୨୬ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ  । ସୁଶୀଲ ମେହେରଙ୍କ ନାଁ ଘୋଷଣା କଲେ ଅତିରିକ୍ତ ଜିଲ୍ଲାପାଳ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button