Breaking PLUSଦେଶମୁଖ୍ୟ ଖବର

ପହଲଗାମ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

‘ପହଲଗାଓଁ’ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପହଲଗାଓଁ ଆକ୍ରମଣ ଘଟଣାରେ ଏକ ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହାର ଶୁଣାଣି ଗୁରୁବାର କରାଯିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିବା ସହିତ ଶୁଣାଣି କରିବାକୁ ମନା କରିଦେଇଥିଲେ।

Show More

Related Articles

Back to top button