Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଅଯୋଧ୍ୟାରେ ରାମଲଲାଙ୍କ ସୂର୍ଯ୍ୟ ତିଳକ

ଆଜି ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀରାମଙ୍କ ଜନ୍ମ ଦିବସ। ଏହି ଅବସରରେ ଅଯୋଧ୍ୟାରେ ରାମଳଲାଙ୍କର ବିଶେଷ ନୀତିକାନ୍ତି କରାଯାଇଛି । ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଇଁ ରାମନଗରୀ ଚଳଚଞ୍ଚଳ ହୋଇଉଠିଛି। ମଧ୍ୟାହ୍ନ ୧୨ଟାରୁ ଜନ୍ମୋତ୍ସବ ପାଳନ ହେଉଛି। ଦେଶବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦେଖିଥିଲେ। ସୂର୍ଯ୍ୟ ତିଳକ ସମୟରେ ପ୍ରଭୁ ରାମଲାଲାଙ୍କ ମଥାରେ ୪ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ପ୍ରକାଶିତ ହୋଇଥିଲା।