Breaking PLUSଦେଶମୁଖ୍ୟ ଖବର

ବିଜେପି ପାର୍ଟି ଅଫିସ ନିକଟରୁ ସନ୍ଦିଗ୍ଧ ବ୍ୟାଗ ଜବତ

ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ନିକଟରୁ ଶୁକ୍ରବାର ଏକ ସନ୍ଦିଗ୍ଧ ବ୍ୟାଗ୍‌ ଜବତ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ସୂଚନା ପାଇବା ପରେ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ବ୍ୟାଗକୁ ପୁଲିସ ଜବତ କରି ଯାଞ୍ଚ ଜାରି ରଖିଛି।

Show More

Related Articles

Back to top button