Breaking PLUSଦେଶମୁଖ୍ୟ ଖବର
ଏମ୍ସରେ ସ୍ୱାତୀ ମାଲିଭାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଲୀ-ଏମ୍ସରେ ସ୍ୱାତୀ ମାଲିଭାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା । ଆମ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ସ୍ୱାତୀ ମାଲିଭାଲଙ୍କର ଦିଲ୍ଲୀ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଏମ୍ସରେ ମେଡିକାଲ ଚେକଅପ୍ କରାଇଛି । ଏହା ପୂର୍ବରୁ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିକଟତମ ବିଭବ କୁମାରଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିଥିଲା ।
ସ୍ୱାତୀ ମାଲିଭାଲଙ୍କୁ ମେଡିକାଲ ଚେକଅପ ପାଇଁ ଏମ୍ସ ନିଆଯାଇଥିଲା । ପ୍ରାୟ 2ଘଂଟା କାଳ ସିଏ ସେଠାରେ ରହିଥିଲେ ।