Breaking PLUSଓଡ଼ିଶାମୁଖ୍ୟ ଖବର

ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର- ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ଏକଲବ୍ୟ ପୁରସ୍କାର । ‘ଇମ୍ପାକ୍ଟ’ ପରିଚାଳିତ ଏକଲବ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏଥର ବର୍ଦ୍ଧିତ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ବଦଳରେ ୭ ଲକ୍ଷ ପାଇବେ । ଧାବକ ଦଣ୍ଡପତିମୃତ୍ୟୁମ୍‌ ଜୟରାମ, ସଟଲର ତନ୍‌ଭି ପତ୍ରି ଉପବିଜେତା । ଜୟରାମ ଓ ତନ୍‌ଭି ବର୍ଦ୍ଧିତ ରାଶି ୧ ଲକ୍ଷ ବଦଳରେ ୧.୫ ଲକ୍ଷ ପାଇବେ  ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button