Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢିବ ତହସିଲ୍‌ ସଂଖ୍ୟା

ଭୁବନେଶ୍ୱର- ୨୦୨୭ ଜନଗଣନା ପରେ ରାଜ୍ୟରେ ବଢିବ ତହସିଲ୍‌ ସଂଖ୍ୟା  । ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ  । ପ୍ରଥମ ପର୍ଯ୍ୟାୟରେ ବଡ଼ ତହସିଲକୁ ବିଭାଜିତ କରି ଛୋଟ ତହସିଲ ହେବ । ପ୍ରଥମ ପର୍ଯାୟରେ ଦୁଇଟି ପଞ୍ଚାୟତ ପାଇଁ ଗୋଟିଏ RI ସର୍କଲ କରାଯିବ । ପରେ ସବୁ ପଞ୍ଚାୟତରେ RI ସର୍କଲ କରାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button