Breaking PLUSଦେଶମୁଖ୍ୟ ଖବର

ସୀମାନ୍ତରେ ଆତଙ୍କବାଦୀ-ସୁରକ୍ଷାବଳ ଗୁଳି ବିନିମୟ ଜାରି

ସୀମାନ୍ତରେ ଆତଙ୍କବାଦୀ-ସୁରକ୍ଷାବଳ ଗୁଳି ବିନିମୟ ଜାରି` ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଛାତ୍ରୁ ଅଞ୍ଚଳରେ ଆତଙ୍କବାଦୀଙ୍କୁ ମାରିବା ପାଇଁ ସୁରକ୍ଷାବଳର ଅଭିଯାନ ଶୁକ୍ରବାର ଦିନ ମଧ୍ୟ ଜାରି ରହିଛି। ଗୁରୁବାର ଦିନ ହୋଇଥିବା ଗୁଳି ବିନିମୟରେ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।  ସୁରକ୍ଷାବଳର ଘେରା ଭିତରେ ଚାରିଜଣ ଆତଙ୍କବାଦୀ ଫସି ରହିଛନ୍ତି। ସେମାନଙ୍କର ସଂଖ୍ୟା ଅଧିକ ମଧ୍ୟ ହୋଇପାରେ। ଏହି ଆତଙ୍କବାଦୀମାନେ ପହେଲଗାମ ଆକ୍ରମଣରେ ଜଡିତ ଥିବା ଆଶଙ୍କା କରାଯାଇଛି।

Show More

Related Articles

Back to top button