ଓଡ଼ିଶାସ୍ୱତନ୍ତ୍ର

ବାଉଁଶୁଣୀ ପୋଲିସର ବଡ ସଫଳତା,ଜବତ ହେଲା ବିସ୍ପୋରକ ବୋଝେଇ ଭ୍ୟାନ

ବାଉଁଶୁଣୀ ପୋଲିସର ବଡ ସଫଳତା । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ପକ୍ଷରୁ ଏକ ବିସ୍ପୋରକ ବୋଝେଇ ଭ୍ୟାନ ଜବତ। କ୍ରସର ମାଲିକ ଶ୍ରୀନିବାସ ମିଶ୍ରଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ଜାରି ରହିଛି ତଦନ୍ତ ।

ମିଳିଥିବା ସୂଚନା ଅନୁଯାୟୀ, ପୁଲିସ ଖବର ପାଇଥିଲା ଯେ, ଗୋଛାପଡ଼ା ପଂଚାୟତ ଉଡ ବିଲକା ଗ୍ରାମ ନିକଟ ରେ ଥିବା ରାମଚଣ୍ଡୀ କ୍ରସର ପରିସରରେ ଏକ ଭ୍ୟାନରେ ବିସ୍ପୋରକ ରଖା ଯାଇଛି। ଏହାପରେ କ୍ରସର ଉପରେ ଚଢ଼ାଉ କରି ଭ୍ୟାନକୁ ଜବତ କରିଥିବା ବେଳେ କ୍ରସର ମାଲିକ ଶ୍ରୀନିବାସ ମିଶ୍ରଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

Show More

Related Articles

Back to top button