Breaking PLUSଓଡ଼ିଶାମୁଖ୍ୟ ଖବର

ଭର୍ଚୁଆଲରେ ଆଜି ଅନୁଷ୍ଠିତ ହେବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆଜି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଭର୍ଚୁଆଲ ମୋଡ୍ ରେ ହେବ ଏହି ବୈଠକ ହେବ। ଏଥିରେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ବୈଠକରେ ଯୋଗଦେବେ।

ଆଜି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଭର୍ଚୁଆଲ ମୋଡ୍ ରେ ହେବ ଏହି ବୈଠକ ହେବ। ଏଥିରେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ବୈଠକରେ ଯୋଗଦେବେ।

ରାଜ୍ୟର ସବୁ ସାଂସଦ, ବିଧାୟକ ଓ ସବୁ ମୋର୍ଚ୍ଚା ସଭାପତି ମାନେ ଉପସ୍ଥିତ ରହିବେ। ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ନେଇ ହେବ ଆଲୋଚନା ହେବ। କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆସିବ। ବିଶେଷ କରି ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ଉତ୍କଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି, କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯ୍ୟାତନା ବୃଦ୍ଧି ପାଇବା , କୋଭିଡ ପରିଚାଳନ, ପାନୀୟ ଜଳ ସମସ୍ୟା ଗୋ ସୁରକ୍ଷା ନେଇ ବୌଟକରେ ଆଲେଚନା କରାଯିବ।

Show More

Related Articles

Back to top button