Breaking PLUSଓଡ଼ିଶାମୁଖ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା କାର୍; ୨ ମୃତ

ଭଞ୍ଜନଗର: ଭାରସାମ୍ୟ ହରାଇ ଓଲଟିଲା କାର୍; ୨ ମୃତ । ଭଂଜନଗର ମୁଜାଗଡ଼ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । 4ଜଣ ସାଙ୍ଗ ଏକ କାର ଯୋଗେ ଫେରୁଥିବା ବେଳେ କାରଟି ଭାରସାମ୍ୟ ହରାଇ ଓଲଟିପଡିଛି । ଦୁର୍ଘଟଣାରେ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ଗୁରୁତର ଆହତ ହେଇଛନ୍ତି ।୨ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ୪ ସାଙ୍ଗ ଫୁଲବାଣୀରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

Show More

Related Articles

Back to top button