Breaking PLUSଓଡ଼ିଶାମୁଖ୍ୟ ଖବର
ଡିଭାଇଡର୍କୁ ଚଢ଼ିଗଲା କାର୍: ୨ ଗୁରୁତର
ଭୁବନେଶ୍ବର: ବିଦ୍ୟୁତ ଖୁଣ୍ଟକୁ ପିଟି ହୋଇ ଡିଭାଇଡରକୁ ଚଢିଯାଇଥିଲା କାର |ଏହି ଦୁର୍ଘଟଣାଟି ଡମଣା ଛକ ନିକଟସ୍ତ ଅଶ୍ଵିନ ହସ୍ପିଟାଲ ପାଖରେ ଘଟିଛି |ସୂଚନାନୁଯାଇ କାରରେ ଥିବା ୨ ଜଣଙ୍କୁ ଗୁରୁତର ଅବସ୍ତାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି |ଗାଡିଟି କୋଲକାତା ଅଞ୍ଚଳର ବୋଲି ଜଣାପଡିଛି କିନ୍ତୁ ଅହତଙ୍କର ଏଜେ କୌଣସି ପରିଚୟ ମିଳିନାହିଁ |