Breaking PLUSଦେଶମୁଖ୍ୟ ଖବର

ବଢିଲା ଭାରତୀୟ ନୌସେନାର ଶକ୍ତି

ଦେଶର ନୂଆ ରକ୍ଷକ INS ବିଶାଖାପଟନମ୍‌

ବଢିଲା ଭାରତୀୟ ନୌସେନାର ଶକ୍ତି । ସମୁଦ୍ରକୁ ଓହ୍ଲାଇଲା ଦେଶର ନୂଆ ରକ୍ଷକ । ନୌସେନା ଦିବସ ପୂର୍ବରୁ ସାମିଲ ହେଲା INS ବିଶାଖାପଟନମ୍‌ । ହିନ୍ଦ୍ ଓ ପ୍ରଶାନ୍ତ ମହାସାଗରରେ ବଢିବ ଭାରତର ଶକ୍ତି । ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ INS ବିଶାଖାପାଟନମକୁ ଆଜି ନୌସେନାରେ ସାମିଲ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ବାୟୁସେନାର ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ୩୨ବାରାକ୍‌ ମିସାଇଲ୍‌ ଖଞ୍ଜା ଯାଇଛି । ସମୁଦ୍ର ତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ୱଂସ କରିବାର କ୍ଷମତା ରଖିଛି INS ବିଶାଖାପାଟନମ । ଏହାର ଓଜନ ୭ହଜାର ୪୦୦ ଟନ୍‌, ଲମ୍ବ ହେଉଛି ୧୬୩ମିଟର ଓ ଚଉଡା ୧୭ ମିଟର। ନୌସେନାରେ INS ବିଶାଖାପାଟନମ ସାମିଲ ହେବା ପରେ ଆହୁରି ଶକ୍ତିଶାଳୀ ହୋଇଛି ଭାରତ ।

Show More

Related Articles

Back to top button