Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ମୃଦୁ ଭୁମିକମ୍ପରେ ଥରିଲା ଦଶପଲ୍ଲା

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ମୃଦୁ ଭୁମିକମ୍ପ l

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ମୃଦୁ ଭୁମିକମ୍ପ l ଥରିଲା ଦଶପଲ୍ଲା l ପ୍ରାୟ ୧୧:୨୦ ମିନିଟ ସମୟରେ ଭୂମିକମ୍ପ ହୋଇଛି l କେହି କିଛି ବୁଝିବା ଆଗରୁ ଥରିବାକୁ ଲାଗିଲା ଭୂମି l ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି l ବର୍ତ୍ତମାନ ସମୟରେ ଲୋକେ ଭୂମିକମ୍ପକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି l ସାମାନ୍ୟ ଭୂମିକମ୍ପକୁ ନେଇ ଲୋକେ ଆଶାଆଶଙ୍କାରେ ରହିଛନ୍ତି ।

Show More

Related Articles

Back to top button