Breaking PLUSଦେଶମୁଖ୍ୟ ଖବର

ଚାଷୀମାନଙ୍କ ବିକାଶକୁ ସରକାରଙ୍କର ପ୍ରାଥମିକତା

ନୂଆଦିଲ୍ଲୀ- ଦେଶର ଚାଷୀମାନଙ୍କ ବିକାଶକୁ ସରକାର ପ୍ରାଥମିକତା ଦେଇଛନ୍ତି। କିଷାନ କ୍ରେଡିଟ କାର୍ଡ ଜରିଆରେ ଚାଷୀଙ୍କୁ ପୂର୍ବରୁ ଯେଉଁ ପରିମାଣର ଋଣ ଦିଆଯାଉଥିଲା ସେଥିରେ ସରକାର ବୃଦ୍ଧି କରିଛନ୍ତି। ଏଣିକି ଚାଷୀମାନେ କିଷାନ କ୍ରେଡିଟ କାର୍ଡ ଜରିଆରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହାଦ୍ବାରା ଦେଶର ୭କୋଟି ୭୦ ଲକ୍ଷ ଚାଷୀ ଉପକୃତ ହେବେ।

Show More

Related Articles

Back to top button