Breaking PLUSଓଡ଼ିଶାମୁଖ୍ୟ ଖବର

ଝୁଲିପଡ଼ିଲେ ବିଲ୍‌ଡର୍

ଭୁବନେଶ୍ବର: ଘର ଭିତରୁ ବିଲଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି |ଘଟଣାଟି ଚନ୍ଦ୍ରଶେଖର ଥାନା ଅଞ୍ଚଳରେ ଘଟିଛି, ସେଠାକାର ବିଡିଏ ଛକ ସ୍ଥିତ ଏକ ଆପାର୍ଟମେଣ୍ଟରୁ ମୃତ ଦେହକୁ ଉଦ୍ଧାର କରାଯାଇଛି |ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ମାନସିକ ଆଶାନ୍ତିରୁ ଝଳି ପଡ଼ିଥିବାର ସୂଚନା ମିଳିଛି |ମୃତଦେହ କୁ ଜବତ କରି ନିଜର ତଦନ୍ତ ଆରମ୍ଭ କରିଦେଇଛି ଚନ୍ଦ୍ରଶେଖରପୁର ଥାନା ପୋଲିସ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button