Breaking PLUSଦେଶମୁଖ୍ୟ ଖବର

ଗିରଫ ହେଲେ କୋଟିପତି କଲେଜ ଅଧ୍ୟକ୍ଷ

କଳାହାଣ୍ଡି ବିଶ୍ୱନାଥପୁର ହୀରାନୀଳା କଲେଜର ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ।

କଳାହାଣ୍ଡି ବିଶ୍ୱନାଥପୁର ହୀରାନୀଳା କଲେଜର ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସ୍‌ରେ ଚଢ଼ଉ ହୋଇଥିଲା । ଏହାପରେ ଗତକାଲିଠୁ ତାଙ୍କୁ ଅଟକ ରଖିଥିଲା ଭିଜିଲାନ୍ସ ।  ଗତକାଲି ରେଡ୍ ବେଳେ ଭୁବନେଶ୍ୱର ବାସଭବନରୁ ୧ ଲକ୍ଷ ୯୪ ହଜାର ନଗଦ ଟଙ୍କା ଜବତ କରାଯାଇଛି । କଳାହାଣ୍ଡି ଓ ଖୋର୍ଦ୍ଧାରେ ୩ଟି କ୍ରସର ୟୁନିଟ ଥିବା ତଥ୍ୟ ଭିଜିଲାନ୍ସକୁ ମିଳିଥିଲା । ଦୁଇଟି ଜେସିବି, ୪ଟି ଟ୍ରକ ଓ ଟିପ୍ପର, ୨ଟି ଏସୟୁଭି କାର, ୩ଟି ପ୍ଲଟ୍ ଓ ୨ଟି ବିଲ୍ଡିଂଠାବ ହୋଇଥିଲା । ମିଳିଥିବା ସମୁଦାୟ ସମ୍ପତ୍ତି ହିସାବ ୫ କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।

Show More

Related Articles

Back to top button