Breaking PLUSଓଡ଼ିଶାମୁଖ୍ୟ ଖବର
ଘଟଗାଁ ଅଟେଇ ଜଙ୍ଗଲରେ ଆରମ୍ଭ ହେଲା ‘ସଫାରୀ’
କେନ୍ଦୁଝର : ଘଟଗାଁ ଅଟେଇ ଜଙ୍ଗଲରେ ଆରମ୍ଭ ହେଲା ‘ସଫାରୀ’ |ଏହି ‘ସଫାରୀ’ର ଉଦଘାଟନ କଲେ ସାଂସଦ ଅନନ୍ତ ନାଏକ | ‘ମା’ଙ୍କ ପୀଠରୁ ଆରମ୍ଭ ହୋଇ ୩ ଘଣ୍ଟା ବ୍ୟାପି ୪୦ କିମି ଜଙ୍ଗଲ ମଧ୍ୟରେ ବୁଲିପାରିବେ ପର୍ଯ୍ୟଟକ |ଜଙ୍ଗଲ ମଧ୍ୟରେ ପର୍ଯ୍ୟଟକ ମାନେ ୪ ଟି ସ୍ତାନ ବୁଲି ପାରିବେ |ବୁଲିବା ପାଇଁ ସ୍ତାନ ଗୁଡିକ ହେଲା ମୟୂରଭ୍ୟାଲି ,ୱାଚ ଟାୱାର ,ଭିଉପଏଣ୍ଟ ଏବଂ ଦରଗୁଡିଶିଲା |