Breaking PLUSଓଡ଼ିଶାମୁଖ୍ୟ ଖବର

ଆକାଶରୁ ଅଗ୍ନିବର୍ଷା, ସାଢେ 2ଟା ସୁଦ୍ଧା 44ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର- ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ ପାରଦ ଛୁଇଁଛି। ଏହାହସିତ ୪୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି କେନ୍ଦୁଝର ୪୩, ସମ୍ବଲପୁର ୪୨.୭, ରାଉରକେଲା ୪୨.୨, ହୀରାକୁଦ ୪୧.୮, ଚାନ୍ଦବାଲି ୪୦.୨, ଭୁବନେଶ୍ବର ୩୯.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Back to top button