Breaking PLUSଓଡ଼ିଶାମୁଖ୍ୟ ଖବର

ଭ୍ୟାନ ଓଲଟି ୭ ଶ୍ରମିକ ଆହତ

ଜଳେଶ୍ଵର: ବାଣିଦା ଛକରେ ଭ୍ୟାନ ଓଲଟି ୭ ଜଣ ଶ୍ରମିକ ଆହତ ହୋଇଛନ୍ତି | ସୂଚନା ଅନୁଯାଇ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା, ସେଥିରେ ବସିଥିବା ୨ ଜଣ ମହିଳାଙ୍କ ସମେତ ମୋଟ ୭ ଜଣ ଆହତ ହୋଇଛନ୍ତି |ଶ୍ରମିକ ମାନେ ଚାଷ କାମ ପାଇଁ ଭ୍ୟାନରେ ବସି ଆସୁଥିଲେ |୨ ଜଣକୁ ଗୁରୁତ୍ବପୂର୍ଣ ଅବସ୍ଥାରେ ଜଳେଶ୍ଵର ମେଡ଼ିକାଲରେ ଭର୍ତ୍ତି କରାଯାଇଛି |

Show More

Related Articles

Back to top button