ପୂର୍ବ ନାମ ଓ ବର୍ତ୍ତମାନ ନାମ ମଧ୍ୟରେ ପାର୍ଥକ୍ୟ
ଭଞ୍ଜନଗରର ପୂର୍ବ ନାମ ରସୁଲକୋଣ୍ଡା
ଭଞ୍ଜନଗରର ପୂର୍ବ ନାମ ରସୁଲକୋଣ୍ଡା .
ଯାଜପୁର ରୋଡ଼ର ପୂର୍ବ ନାମ ଡୋଲିପୁର .
ଫୁଲବାଣୀର ପୂର୍ବ ନାମ ହୁଲୁରୁ କୁମ୍ପା .
ବାଙ୍କୀର ପୂର୍ବ ନାମ ବକ୍ର ଗଡ଼ .
ଭୂବନେଶ୍ୱରର ପୂର୍ବ ନାମ ଏକାମ୍ର କ୍ଷେତ୍ର .
ପୁରୀର ପୂର୍ବ ନାମ ପୁରସ୍ତମ .
ଯାଜପୁରର ପୂର୍ବ ନାମ ଯଜ୍ଞପୁର .
କୋଣାର୍କର ପୂର୍ବ ନାମ ଅର୍କ କ୍ଷେତ୍ର .
ବିଷମକଟକର ପୂର୍ବ ନାମ ଭୀଷ୍ମକଟକ.
କବିସୂର୍ଯ୍ୟନଗରର ପୂର୍ବ ନାମ ବୋଇରାଣୀ
ଛତ୍ରପୁରର ପୂର୍ବ ନାମ ସୀତାରାମ ପଲ୍ଲୀ.
ଗୋପାଳପୁରର ପୂର୍ବନାମ ମନସୁର୍ କୋଟା
ଜଗତସିଂହପୁରର ପୂର୍ବ ନାମ ହରିପୁର.
ପାରାଦ୍ବୀପର ପୂର୍ବ ନାମ ବଡପଡିଆ.
କାମାକ୍ଷାନଗରର ପୁର୍ବନାମ ମଢି.
ସୁନ୍ଦରଗଡର ପୂର୍ବ ନାମ ଗାଙ୍ଗପୁର ଗଡ଼.
ଚୈଦ୍ବାରର ପୂର୍ବ ନାମ ବିରାଟ କଟକ.
ଭଦ୍ରକର ପୂର୍ବ (ମୋଗଲ ଶାସନ ସମୟରେ) ବୁଦରକ୍ ଥିଲା।
ବାଲେଶ୍ୱରର ପୂର୍ବ ନାମ ବାଲିସହର
ବଡମ୍ବାର ପୂର୍ବ ନାମ ବୃହଦମ୍ବା.
ରଘୁନାଥପୁରର ପୂର୍ବ ନାମ ଡ଼ଅଁର.
ଖୋର୍ଦ୍ଧାର ପୂର୍ବ ନାମ ଖୁରଦା
ପ୍ରାଚୀନ ଦନ୍ତପୁର ଆଧୁନିକ ପାଲୁର୍(ଗଞ୍ଜାମ).
ଆଉ ଯଦି ଏପରି କିଛି ଅଛି ଆପଣମାନେ ଲେଖନ୍ତୁ।