Breaking PLUSଓଡ଼ିଶାମୁଖ୍ୟ ଖବର

ତୃତୀୟ ଟି ଟ୍ବେଣ୍ଟିରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଲା ଭାରତ

ନୂଆଦିଲ୍ଲୀ- ତୃତୀୟ ଟି ଟ୍ବେଣ୍ଟିରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଲା ଭାରତ । ୫ ୱିକେଟରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ  । ୧୮୭ ଟାର୍ଗେଟ୍‌କୁ ୯ ବଲ୍ ବାକି ଥାଇ ହାସଲ କଲା ଭାରତ  । ତୃତୀୟ ମ୍ୟାଚ୍ ସୁଦ୍ଧା ସିରିଜ ୧-୧ ବରାବର ସ୍ଥିତିରେ ରହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button