Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶା ଫେରିବ ବାଘୁଣୀ ଜିନତ

ପଶ୍ଚିମବଙ୍ଗରେ ଥିବା ବାଘୁଣୀ ଜିନତ ଓଡ଼ିଶା ଫେରିବ ବୋଲି ସୂଚନା ମିଳିଛି। ତାକୁ ଟ୍ରାଙ୍କୁଲାଇଜ୍ କରି ପୁଣି ଶିମିପାଳକୁ ଅଣାଯିବ ବୋଲି ବାରିପଦା ଆରସିସିଏଫ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଘୁଣୀ ଜିନତର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ତାର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଛନ୍ତି।

Show More

Related Articles

Back to top button