Breaking PLUSଓଡ଼ିଶାମୁଖ୍ୟ ଖବର

ମୃତ୍ୟୁର ୧୭ ଘଣ୍ଟା ପରେ ବି ପୋଷ୍ଟମର୍ଟମ ନ ହେବାରୁ ଉତ୍ତେଜନା

ଟିଟିଲାଗଡ଼: ମୃତ୍ୟୁର ୧୭ ଘଣ୍ଟା ପରେ ବି ପୋଷ୍ଟମର୍ଟମ ନ ହେବାରୁ ଉତ୍ତେଜନା । ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପରିବାର ପକ୍ଷରୁ ହୋହଲ୍ଲା  । ସିନ୍ଧେକେଲା ବେହେଲି ଗାଁର ୨ ବର୍ଷ ଶିଶୁପୁତ୍ରର କାଲି ମୃତ୍ୟୁ ହୋଇଥିଲା । ହସ୍ପିଟାଲ ଆସିବାର ଘଣ୍ଟାଏ ପରେ ସଂଧ୍ୟାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା  । ୧୭ ଘଣ୍ଟା ବିତି ଗଲାଣି, ପୋଷ୍ଟମର୍ଟମ ନ କରିବାରୁ ଉତ୍ତେଜନା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button