Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ସୁପ୍ରୀମ୍‌କୋର୍ଟରେ ଆବେଦନ ଖାରଜ

ଘୁଞ୍ଚିବନି NEET-୨୦୨୨ ପିଜି ପରୀକ୍ଷା

ଘୁଞ୍ଚିବନି NEET-୨୦୨୨ ପିଜି ପରୀକ୍ଷା । NEET-୨୦୨୨ ପିଜି ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।

ଏନେଇ ପୂର୍ବରୁ ପରୀକ୍ଷା ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

Show More

Related Articles

Back to top button