ଶୂନ୍ୟସ୍ଥାନ ଏଠି ଶୂନରେ ରହିଵ
ଜୀବନ ଗଣିତ ଧରି,
ଶୂନରୁ ଆରମ୍ଭ ଶୂନରେ ତ ଶେଷ
ଜୀଵନଟା ଏହି ପରି ।
କାହାକୁ କିଛି କହିବା ପୂର୍ବରୁ କେବଳ ଗୋଟିଏ କଥା ଭାବିବେ,,,,
ଯଦି ସେହି କଥା ଆପଣଙ୍କୁ କେହି କହିଥାନ୍ତେ ତେବେ କିପରି ଅନୁଭବ ହୋଇଥାନ୍ତା ।
ବିଭୀଷଣ ରାବଣ ରାଜ୍ୟରେ ରହି ବିଗିଡ଼ି ନଥିଲେ , ଆଉ କୈକେୟୀ ରାମ ରାଜ୍ୟରେ ରହି ମଧ୍ୟ ସୁଧୁରି ନଥିଲେ , କାହିଁକିନା ବିଗିଡ଼ିବା ଓ ସୁଧୁରିବା ମଣିଷର ସ୍ବଭାବ ଉପରେ ନିର୍ଭର କରିଥାଏ ।
ଯଦି ନିଜର Respect ଚାହୁଁଛନ୍ତି ତେବେ ଅନ୍ୟର ମଧ୍ୟ Respect କରନ୍ତୁ,,,
କହିବାକୁ ଯଦି ଜିଭ ମିଳିଛି ତେବେ ଶୁଣିବା ପାଇଁ କାନ ରଖନ୍ତୁ ।
ଶୁଭ ସକାଳ
🙏ଜୟ ଶ୍ରୀକୃଷ୍ଣ🙏
ଦିନଟି ଆପଣଙ୍କର ମଙ୍ଗଳମୟ ହେଉ